ମଣିପୁର ହିଂସା: ପୁଣି ଗଲା ୩ ଆଦିବାସୀଙ୍କ ଜୀବନ

  • Sep 14, 2023
Odisha News:Violence

 
ଣିପୁରର କାଙ୍ଗପୋକପି ଜିଲ୍ଲାରେ ମଙ୍ଗଳବାର ସକାଳେ କିଛି ଅଜଣା ବ୍ୟକ୍ତି ଗୁଳି କରି ପ୍ରାୟ ତିନି ଜଣ ଆଦିବାସୀଙ୍କୁ ହତ୍ୟା କରିଛନ୍ତି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆକ୍ରମଣକାରୀମାନେ ଆଦିବାସୀ ବହୁଳ ଅଞ୍ଚଳ କାଙ୍ଗଗୁଇ ସ୍ଥିତ ଇରେଙ୍ଗ ଏବଂ କରମ ୱେଫେଇ ଗାଁ ମଝିରେ ଲୁଚି ରହି ଆକ୍ରମଣ କରିଥି

 

Author Image