ଅପରାଧ

ମଣିପୁର ହିଂସା: ପୁଣି ଗଲା ୩ ଆଦିବାସୀଙ୍କ ଜୀବନ

  • by
  • 14/09/2023
ଣିପୁରର କାଙ୍ଗପୋକପି ଜିଲ୍ଲାରେ ମଙ୍ଗଳବାର ସକାଳେ କିଛି ଅଜଣା ବ୍ୟକ୍ତି ଗୁଳି କରି ପ୍ରାୟ ତିନି ଜଣ ଆଦିବାସୀଙ୍କୁ ହତ୍ୟା କରିଛନ୍ତି । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆକ୍ରମଣକାରୀମାନେ ଆଦିବାସୀ ବହୁଳ ଅଞ୍ଚଳ କାଙ୍ଗଗୁଇ ସ୍ଥିତ ଇରେଙ୍ଗ ଏବଂ କରମ ୱେଫେଇ ଗାଁ ମଝିରେ ଲୁଚି ରହି ଆକ୍ରମଣ କରିଥି
Read More

ଛାତ୍ରସଂସଦ ନିର୍ବାଚନ : ସରକାରଙ୍କ ନିଷ୍ପତ୍ତିକୁ ବିସିଜେଡିର ସ୍ୱାଗତ, ବିରୋଧ କଲା ଏବିଭିପି ଓ ଛାତ୍ର କଂଗେସ

  • by
  • 14/09/2023
ଭୁବନେଶ୍ବର : ଦୀର୍ଘ ୫ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି l ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ହୋଇନାହିଁ । ଏହାରି ଭିତରେ ବିଜୁ ଛାତ୍ର ଜନତା ଦଳ ଏହା ସପକ୍ଷରେ ବାହରିଛି । ଦଳ କହିଛି ଏହା ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ଆଗକୁ ସାଧାରଣ
Read More