ଛାତ୍ରସଂସଦ ନିର୍ବାଚନ : ସରକାରଙ୍କ ନିଷ୍ପତ୍ତିକୁ ବିସିଜେଡିର ସ୍ୱାଗତ, ବିରୋଧ କଲା ଏବିଭିପି ଓ ଛାତ୍ର କଂଗେସ

  • Sep 14, 2023
Odisha News:Politics

 ଭୁବନେଶ୍ବର : ଦୀର୍ଘ ୫ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି l ଏହାରି ଭିତରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ଜାରି କରାଯାଇଥିବା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ନେଇ କିଛି ବି ଉଲ୍ଲେଖ ହୋଇନାହିଁ । ଏହାରି ଭିତରେ ବିଜୁ ଛାତ୍ର ଜନତା ଦଳ ଏହା ସପକ୍ଷରେ ବାହରିଛି । ଦଳ କହିଛି ଏହା ଦ୍ଵାରା ଶୈକ୍ଷିକ ବାତାବରଣ ନଷ୍ଟ ହେଉଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ କ୍ୟାମ୍ପସ ବି ସରଗରମ 




 

Author Image

  • Tags: